ଆଇନଜୀବୀଙ୍କୁ ମାଡ଼ ପ୍ରସଙ୍ଗର ଶୁଣାଣି ୪ରେ

Sep 3, 2018 - 14:14
 194
ଆଇନଜୀବୀଙ୍କୁ ମାଡ଼ ପ୍ରସଙ୍ଗର ଶୁଣାଣି ୪ରେ
କଟକ,୩ା୯(ବୁ୍ୟରୋ): ହାଇକୋର୍ଟର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ଅମାନୁଷିକ ଭାବେ ମାଡ଼ ମାରି ଆହତ କରିବା ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ ଝାଭେରୀ ଓ ଜଷ୍ଟିସ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କେସ ଡାଏରୀ ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ଦାୟର ମାମଲା ଉପରେ ଶୁଣାଣି କରି କୋର୍ଟ ଏପରି ନିଦେ୍ର୍ଧଶ ଦେଇଛନ୍ତି । ତେବେ ଆସନ୍ତାକାଲି ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।