୧୩ ଜଣରୁ ହାଜର ହେଲେ ୬ ଖଣି ମାଲିକ

Sep 22, 2018 - 17:31
 185
୧୩ ଜଣରୁ ହାଜର ହେଲେ ୬ ଖଣି ମାଲିକ
ଭୁବନେଶ୍ୱର,୨୨/୯ (ସକାଳଖବର): ବେଆଇନ ଖଣିଜ ଉତୋଳନ ପାଇଁ ସମ୍ପତି ଆଟାଚ ମାମଲାରେ ୧୩ ଜଣ ଖଣି ମାଲିକଙ୍କ ମଧ୍ୟରୁ ୬ ଜଣ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥିତ ଥିଲେ । ଆସନ୍ତା ୨୯ ତାରିଖରେ ପରବର୍ତୀ ଶୁଣାଣୀ କରାଯିବ ବୋଲି ସ୍ଥିର ହୋଇଛି ।