ସିଡି ଦାଖଲ ପାଇଁ ହାଇକୋର୍ଟଙ୍କ ନିଦେ୍ର୍ଧଶ

Aug 1, 2018 - 15:10
 169
ସିଡି ଦାଖଲ ପାଇଁ ହାଇକୋର୍ଟଙ୍କ ନିଦେ୍ର୍ଧଶ
କଟକ,୧ ।୮(ସକାଳଖବର): ସମୃଦ୍ଧ ମଲଟି ଷ୍ଟେଟ କୋ ଅପରେଟିଭ ସୋସାଇଟି ସଂସ୍ଥା ମୁଖ୍ୟ ତଥା ପରିଚାଳନା ନିଦେ୍ର୍ଧଶକ ମହେଶ କିଶାନ ମୋଟେସ୍ୱାରଙ୍କ ଦୁଇଟି ପୃଥକ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କେସ ଡାଏରୀ ଦାଖଲ ପାଇଁ ସିବିଆଇ ଓ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।