ରୋଜଭ୍ୟାଲି ଅଧ୍ୟକ୍ଷଙ୍କ ଜାମିନ ମାମଲା

Aug 16, 2018 - 15:19
 207
ରୋଜଭ୍ୟାଲି ଅଧ୍ୟକ୍ଷଙ୍କ ଜାମିନ ମାମଲା
କଟକ,୧୬ା୮(ସକାଳଖବର): ରୋଜଭ୍ୟାଲି ଗ୍ରୃପ ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରାଯାଇଥିଲା । ତେବେ ଯୁକ୍ତି ଉପସ୍ଥାପନା ଅସମାପ୍ତ ରହିବାରୁ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଅନ୍ୟପକ୍ଷରେ ଏହି ମାମଲାରେ ଜବାବ ରଖିବା ପାଇଁ ସିବିଆଇକୁ ନିଦେ୍ର୍ଧଶ ଦିଆଯାଇଛି ।