ରାହୁଲଙ୍କ ସମର୍ଥନ ଯୋଗୁଁ ମୁଖ୍ୟମନ୍ତ୍ରୀ ଖୁସୀ

Dec 10, 2018 - 18:31
 196
ରାହୁଲଙ୍କ ସମର୍ଥନ ଯୋଗୁଁ ମୁଖ୍ୟମନ୍ତ୍ରୀ ଖୁସୀ
ଭୁବନେଶ୍ୱର,୧୦/୧୨(ସକାଳଖବର): ପାର୍ଲାମେଂଟ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବା ପ୍ରସ୍ତାବକୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ସମର୍ଥନ ଦେବା ସ୍ୱାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତିି । ଏଥିରେ ସେ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ । ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ବିଲକୁ ସମର୍ଥନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।