ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

Aug 14, 2018 - 18:12
 176
ଭୁବନେଶ୍ୱର,୧୪/୮ (ସକାଳଖବର):କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାର ଆଖଡାଶାଳୀ ଠାରେ ବନ୍ଦର ନିର୍ମାଣ ପାଇଁ ଚିହ୍ନଟ କରା ଯାଇଥିବାରୁ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ସଂପୃକ୍ତ ଅଂଚଳର ଜନ ସାଧାରଣ ଭୁବନେଶ୍ୱର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ । ବନ୍ଦର ନିର୍ମାଣ କାମ ଶୀଘ୍ର ଆରମ୍ଭ କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।