ବିଜେଡି ଏକକାଳୀନ ନିର୍ବାଚନ ସପକ୍ଷରେ ଅଛି - ମୁଖ୍ୟମନ୍ତ୍ରୀ

Sep 5, 2018 - 17:46
 237
ବିଜେଡି  ଏକକାଳୀନ  ନିର୍ବାଚନ ସପକ୍ଷରେ ଅଛି - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୯(ସକାଳଖବର): ଏକକ ନିର୍ବାଚନ ସପକ୍ଷରେ ଆମ ଦଳ ପ୍ରସ୍ତୁତ ଅଛି । ପୂର୍ବରୁ ମଧ୍ୟ ଏ ସମ୍ପର୍କରେ ମତ ଦେଇସାରିଛୁ । ଏବେ ବି ସେହି ମତରେ ଅଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ଏକକ ନିର୍ବାଚନରେ ତାଙ୍କ ଦଳ ଲଢ଼ିଛି ।