ବଳରାମପୁରରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ବାତିଲ

Nov 19, 2018 - 18:32
 224
ବଳରାମପୁରରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ବାତିଲ
ଭୁୁବନେଶ୍ୱର,୧୯/୧୧ (ସକାଳଖବର): ଢେଙ୍କାନାଳର ବଳରାମପୁର ଠାରେ ପ୍ରସ୍ତାବିତ ବିୟର ପ୍ଲାଂଟକୁ ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ଗଛ କଟା ଯାଇଥିବା ସ୍ଥାନରେ ପୁନଃ ବୃକ୍ଷରୋପଣ ପାଇଁ ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି । ଘଟଣାର ଅ ।ରଡିସି ସ୍ତରୀୟ ତଦନ୍ତ ଅ ।ଧାରରେ ଏହି ନିଦେ୍ର୍ଧଶ ଦିଅ ।ଯାଇଛି । ଗତକାଲି ଫ୍ୟାକ୍ଟ୍ରି ପାଇଁ ଗଛ କଟା ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ସୂରଚନାଯୋଗ୍ୟ ଯେ ଶନିବାର ଦିନ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟାକୁ ବିରୋଧ କରି ଢେଙ୍କାନାଳ ବଳାରାମପୁରରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଇଡକୋ ଦ୍ୱାରା ଗୃହୀତ ବିୟର କମ୍ପାନୀ ତଥା ବଟଲିଂ ପ୍ଲାଂଟ ପାଇଁ ଗଛ କଟା ଯାଉଥିବାବେଳେ ଏହାକୁ ବିରୋଧ ସ୍ଥାନୀୟ ମହିଳା । ଏହି ଘଟଣାକୁ ନେଇ ବିଧାନସଭାରେ ମଧ୍ୟ ତୁମ୍ବିତୋଫାନ ହୋଇଥିଲା ।