ବନ୍ଧୁକ ଜବତ ଘଟଣାରେ ସାକ୍ଷୀକୁ ଜେରା

Jul 6, 2018 - 14:16
 173
କଟକ,୫ ।୭(ସକାଳଖବର): ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ସଂଗ୍ରାମ ରାଉତରାୟଙ୍କ ଠାରୁ ବନ୍ଧୁକ ମିଳିବା ଘଟଣାରେ ଗୁରୁବାର ଜେଏମଏଫସି କୋର୍ଟରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ଯୋବ୍ରା ଅଞ୍ଚଳର ଜଣେ ସାକ୍ଷୀକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ବିଶ୍ୱଜିତ ବରାଳ ଜେରା କରିବା ପରେ ସୁଶାନ୍ତ ଧଳସାମନ୍ତଙ୍କ ପକ୍ଷରୁ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଜେରା କରିଥିଲେ ।