ତେଲ ଦର ୯ ପଇସା କମିଲା

Jun 2, 2018 - 14:55
 188
ତେଲ ଦର ୯ ପଇସା କମିଲା
ନୂଆଦିଲ୍ଲୀ: ୧/୬: କ୍ରମାଗତ ୪ର୍ଥ ଦିନ ପାଇଁ ତେଲ ଦର ହ୍ରାସ ପାଇଛି । ଆଜି ପେଟ୍ରୋଲ ଓ ଡ଼ିଜେଲ ଦର ଲିଟର ପିଛା ୯ ପଇସା ହ୍ରାସ ପାଇଛି ।