ଜିନ୍ଦଲକୁ ମିଳିଲା ପୋସ୍କୋ ପାଇଁ ଅଧିକୃତ ଜମି

Sep 27, 2018 - 18:16
 169
ଜିନ୍ଦଲକୁ ମିଳିଲା ପୋସ୍କୋ ପାଇଁ ଅଧିକୃତ ଜମି
ଭୁବନେଶ୍ୱର,୨୭/୯ (ସକାଳଖବର): ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପୋସ୍କୋ ପାଇଁ ଅଧିଗ୍ରହଣ କରାଯାଇଥିବା ଜମିକୁ ଜେଏସ୍ଡବ୍ଲୁ କୁ ଦିଆଯାଇଛି ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ୨୯୦୦ ଏକରେ ଜମି ଜିନ୍ଦଲ ଷ୍ଟିଲ ପ୍ଲାଂଟକୁ ଦିଆଯାଇଛି । ଜମି ବାବଦ ଅର୍ଥ ଦାଖଲ କରିବାପାଇଁ ସମ୍ପୃକ୍ତ କମ୍ପାନୀକୁ ନିଦେ୍ର୍ଧଶ ଦିଆଯାଇଛି ।