ଜଗା ସୁସ୍ଥ, ନଳୀରେ ଖାଦ୍ୟ ଖାଉଛି କାଳିଆ

Dec 14, 2018 - 18:11
 194
ଜଗା ସୁସ୍ଥ, ନଳୀରେ ଖାଦ୍ୟ ଖାଉଛି କାଳିଆ
ଭୁବନେଶ୍ୱର, ୧୪/୧୨(ସକାଳଖବର): ଦିଲ୍ଲୀସ୍ଥିତ ଏମସରେ ଚିକିତ୍ସାଧୀନ ଥିବା ଜଗା କାଳିଆ ମଧ୍ୟରୁ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଥିଲାବେଳେ କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଶେଷ ଉନ୍ନତି ହେଉନଥିବା ଯାଂଚରୁ ଜଣାପଡ଼ିଛି ବୋଲି ବିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି । ଆହୁରି କୁହାଯାଇଛି ଯେ, କାଳିଆର ଓଜନ ସ୍ୱାଭାବିକ ନାହିଁ । ସ୍ନାୟୁଗତ ଦୁର୍ବଳତା ରହିଛି । ଅଧିକ ଡାକ୍ତର ଅନୁଧ୍ୟାନ କରାଯିବାର ଆବଶ୍ୟକତା ପଡ଼ୁଛି । ପେଟରେ ନଳୀ ମାଧ୍ୟମରେ ଖାଦ୍ୟ ଦିଆଯାଉଛି । ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ଶାଲୀନ ପଣ୍ଡିତଙ୍କ ନେତୃତ୍ୱରେ ରାଜ୍ୟର ବଛାବଛା ଡାକ୍ତରମାନେ ଏମସ୍ ଯାଇଥିଲେ ।