ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି ।

Jun 22, 2018 - 19:49
 142
ସୂଚନାଯୋଗ୍ୟ ଯେ ଗତ ଶୀତଳଷଷ୍ଠୀ ଯାତ୍ରା ପରଠାରୁ ସମ୍ବଲପୁର ଓ ହୀରାକୁଦ ଅଂଚଳରେ ଏହା ହେଉଛି ଡିଟୋନେଟର ଉଦ୍ଧାର ମାଲକାନଗିରି, ୨୨ ଜୁନ (ହି.ସ.) - ଓର୍କେଲ ଥାନା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଠାରେ ମାଓ ଦମନ ପାଇଁ ମୂତୟନ ହୋଇଥିବା ବିଏସଏଫ ଯବାନ ମାନେ ଆଜି ସର୍ଚ୍ଚ ଅପରେସନରେ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ପୋତିଥିବା ଡିଟୋନେଟର ତାର ଦେଖିବାକୁ ପାଇଥିଲେ । ପରେ ଡିଟୋନେଟରରୁ ତାର ସଂଯୋଗ ଛିନ୍ନ କରିବା ପରେ ଡିଟୋନେଟରକୁ ଉଦ୍ଧାର କରି କ୍ୟାମ୍ପକୁ ଆଣିଥିବା ଜଣାପଡ଼ିଛି ।