ଅରୁନ୍ଧତି ଇନଫ୍ରାଟେକ ଠକେଇ ମାମଲା

Jun 26, 2018 - 17:53
 161
କଟକ,୨୬ା୬(ସକାଳଖବର): ଅରୁନ୍ଧତି ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ସଂସ୍ଥା ପରିଚାଳନା ନିଦେ୍ର୍ଧଶକ ଅଶୋକ ସୁନ୍ଦରାୟ ଓ ନିଦେ୍ର୍ଧଶିକା ତଥା ତାଙ୍କ ପତ୍ନୀ ନିରୁପମା ସୁନ୍ଦରାୟଙ୍କ ପୃଥକ ଅପିଲ ମାମଲା ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କେତେ ଘର ତିଆରି ଶେଷ ହୋଇଛି, ସେ ନେଇ ଲିଖିତ ଭାବେ ଜଣାଇବା ପାଇଁ କୋର୍ଟ ନିଦେ୍ର୍ଧଶ ଦେବା ସହ ଆସନ୍ତା ୩ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି ।