ଅନୁକୂଳ ଜାମିନ ମାମଲା

Jun 21, 2018 - 18:02
 199
କଟକ,୨୧ା୬(ସକାଳଖବର): ଆଇ କୋର ଇ ସର୍ଭିସେସ ଚିଟଫଣ୍ଡ ସଂସ୍ଥା ପରିଚାଳନା ନିଦେ୍ର୍ଧଶକ ଅନୁକୂଳ ମୈତୀଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଉକ୍ତ ସଂସ୍ଥା କେତେ ପରିମାଣର ଟଙ୍କା ଆଦାୟ କରିଛି, ସେ ସଂପର୍କରେ ଜଣାଇବା ପାଇଁ ସିବିଆଇକୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୧ରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି