ବିଶ୍ୱ କପ୍ ହକି ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Nov 27, 2018 - 18:18
 222
ବିଶ୍ୱ କପ୍ ହକି ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, ୨୭/୧୧(ସକାଳଖବର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଉଦ୍ଘାଟିତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ବିଶ୍ୱକପରେ ଅଂଶଗ୍ରହଣ କରିଥିବା ୧୬ଟି ଦେଶର ହକି ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଟୁର୍ଣ୍ଣାମେଂଟ ମାଧ୍ୟମରେ ଭାରତରୁ କ୍ରୀଡ଼ା ପ୍ରତିଭାମାନଙ୍କୁ ନୂଆ ଅବସର ମିଳିବ ଏବଂ ଓଡ଼ିଶାର ସଂସ୍କୃତି ବିଶ୍ୱ ଦରବାରରେ ପ୍ର·ର ହେବ ବୋଲି ମୋଦି କହିଛନ୍ତି ।