ବଡ଼ ଦାଣ୍ଡରେ ଉଠା ଦୋକାନୀଙ୍କୁ ଜାଗା ନିଲାମ ମାମଲା

Jul 10, 2018 - 15:10
 170
କଟକ,୧୦ା୭(ସକାଳଖବର): ପୁରୀ ବଡ଼ଦାଣ୍ଡରେ ଉଠା ଦୋକାନୀମାନଙ୍କୁ ଜାଗା ନିଲାମକୁ ବିରୋଧ କରି ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ଜଷ୍ଟିସ ବିନୀତ ଶରଣ, ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହି ପ୍ରସଙ୍ଗରେ ଜବାବ ଦାଖଲ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷକୁ ସତ୍ୟପାଠ ମାଧ୍ୟମରେ ନିଦେ୍ର୍ଧଶ ଦେଇଛନ୍ତି ।