ଗଡ଼ିଲା କାଳିଆ ଯୋଜନା ରଥ

Feb 2, 2019 - 18:33
 140
ଗଡ଼ିଲା କାଳିଆ ଯୋଜନା ରଥ
ଭୁବନେଶ୍ୱର, ୨/୨(ସକାଳଖବର): ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ୨୦ଟି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ପରେ ବିଭିନ୍ନ ଜିଲ୍ଲାକୁ ରଥ ଗଡ଼ିଥିଲା । ସମୁଦାୟ ୧୫୦ଟି ରଥ ଚାଲିବ । ଏହି ରଥ ବିଭିନ୍ନ ଜିଲ୍ଲାର ପଂଚାୟତ ମାନଙ୍କୁ ଯାଇ କାଳିଆ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବ ।