୪ ଗଂଜେଇ ବ୍ୟବସାୟୀ ଗିରଫ

Jun 22, 2018 - 19:34
 189
ଗଂଜାମ, ୨୨/୬ (ସକାଳଖବର)- ଗତକାଲି ଦୁଇଟି କାରରୁ ଦୁର୍ଗାପ୍ରସାଦ ନିକଟରୁ ଅବକାରୀ ବିଭାଗ ୫୭ କେଜି ଗଂଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା । ଗିରଫ ବ୍ୟକ୍ତିମାନେ ହେଲେ ବାଲିଗୁଡ଼ା ଅଂଜଳର ଶିଶୁ ନାୟକ, ମିଟୁ ନାୟକ, ସୁଶିଲା ପୃଷ୍ଟି ଓ ଡୁସିଅସନ ନାୟକ ବୋଲି ବ୍ରହ୍ମପୁର ଅବକାରୀ ବିଭାଗ ଅଧିକାରୀ ପ୍ରଦୀପ ପଟ୍ଟନାୟକ ସୂଚନା ଦେଇଛନ୍ତି