ନୀଳଗିରି ଶୈବ ପୀଠରୁ ହୁଣ୍ଡି ଭାଙ୍ଗି ଚୋରୀ

Jun 22, 2018 - 19:32
 146
ବାଲେଶ୍ୱର, ୨୨/୬ (ସକାଳଖବର); ନୀଳଗିରି ଥାନା ଅନ୍ତର୍ଗତ ପଂଚୁ ଲିଙ୍ଗେଶ୍ୱର ଶୈବ ପୀଠରୁ କେହି ଦୁର୍ବୃତ ହୁଣ୍ଡି ଭାଙ୍ଗି ଚୋରୀ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି । ହୁଣ୍ଡିରୁ ୫୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ଚୋରୀ ହୋିଥିବା କୁହାଯାଉଛି । ଘଟଣାସ୍ଥଳରେ ଏସ.ଡି.ପି.ଓ ଥାନାଧିକାରୀ ପହଂଚି ତଦନ୍ତ କରିଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇନାହିଁ ।