ସଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ସଫଳତା

Apr 6, 2019 - 05:27
 191
ସଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ସଫଳତା
ଭୁବନେଶ୍ୱର, ୫/୪(ସକାଳଖବର: ୟୁପିଏସସି ଦ୍ୱାରା ଆୟୋଜିତ ହୋଇଥିôବା ସିଭିଲ ସର୍ଭିସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପ୍ରକାଶିତ ପରୀକ୍ଷାଫଳ ଅନୁଯାୟୀ କନିଷ୍କ କାଟରିଆ ଟପ୍ପର ହୋଇଥିବା ବେଳେ ଅକ୍ଷୟ ଜୈନ ଦ୍ୱିତୀୟ, ଜୁନେଦ୍ ଅହମଦ୍ - ତୃତୀୟ, ଶ୍ରେୟାନ୍ସ - ଚତୁର୍ଥ, ସୃଷ୍ଟି ଜୟନ୍ତ ଦେଶମୁଖ - ପଂଚମ, ଶୁଭମ୍ ଗୁପ୍ତା - ଷଷ୍ଠ, କାନ୍ତି ବରୁଣ ରେଡ଼ି - ସପ୍ତମ, ବୈଶାଳୀ ସିଂ - ଅଷ୍ଟମ ଏବଂ ଗୁଂଜନ ଦ୍ୱିବେଦୀ ନବନ ସ୍ଥାନରେ ରହିଛନ୍ତି । ଓଡ଼ିଶାରୁ ସୌମ୍ୟ ରଂଜନ ରାଉତ ୧୧୮ତମ ସ୍ଥାନରେ ରହିଥିଲା ବେଳେ ଉପାସନା ମହାପାତ୍ର ୧୧୯, ଜୁବିନ୍ ମହାପାତ୍ର ୨୩୫, ଶୁଭେନ୍ଦୁ ପାତ୍ର ୪୫୭, ସୋମାଲିନ ଶୁଭଦର୍ଶିନୀ ୪୭୮, ସୁଧାଂଶୁ ନାୟକ ୫୦୦, ଦୀପକ କୁମାର ମିଶ୍ର ୫୧୧, ସଂଜୟ ସାହୁ ୫୨୬, ରାକେଶ କୁମାର ସାହୁ ୬୨୭, ସିଦ୍ଧାର୍ଥ ଗୌତମ ୫୩୮, ଦେବରାଜ ଦାସ ୬୨୯, ବିଭୂତି ଭୂଷଣ ନାୟକ ୭୫୯ ସ୍ଥାନରେ ଅଛନ୍ତି ।