ରେଭେନ୍ସା ପଦୋନ୍ନତି ମାମଲାରେ ୬ରେ ଚୂଡ଼ାନ୍ତ ଶୁଣାଣି

Aug 20, 2018 - 14:53
 220
ରେଭେନ୍ସା ପଦୋନ୍ନତି ମାମଲାରେ ୬ରେ ଚୂଡ଼ାନ୍ତ ଶୁଣାଣି
କଟକ,୨୦ ।୮(ସକାଳଖବର): ରେଭେନ୍ସା ବିଶ୍ୱବିଦ୍ୟାଳୟ ପଦୋନ୍ନତି ମାମଲାରେ ହାଇକୋର୍ଟ ଜଷ୍ଟିସ ଅକ୍ଷୟ କୁମାର ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ କୋର୍ଟ ଉକ୍ତ ମାମଲାରେ ଚୂଡ଼ାନ୍ତ ଶୁଣାଣି ଆସନ୍ତା ୬ ତାରିଖକୁ ଧାର୍ଯ୍ୟ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪ ମସିହାରେ ପଦୋନ୍ନତିରୁ ବଞ୍ଚôତ ହୋଇ ରେଭେନ୍ସା ଇଂରାଜୀ ବିଭାଗ ପ୍ରାଧ୍ୟାପକ ମୃତୁ୍ୟଞ୍ଜୟ ମହାନ୍ତି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।