ବାଇକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ, ଜଣେ ମୃତ, ୨ ଗୁରୁତର

Mar 20, 2022 - 12:07
 47
ବାଇକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ, ଜଣେ ମୃତ, ୨ ଗୁରୁତର
ଦ୍ରକ,୨୦/୦୩: ଭଦ୍ରକ ଅନ୍ତର୍ଗତ ଧାମନଗର ଥାନା ଦଳାଙ୍ଗ ନିକଟରେ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବାଇକକୁ ଏକ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ୨ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।