ପ୍ରମାଣ ଅଭାବରୁ ନିଦେ୍ର୍ଧାଷରେ ଖଲାସ ହେଲେ ବ୍ଲକ ବରିଷ୍ଠ କିରାଣୀ

Jun 28, 2018 - 18:30
 177
ବାରିପଦା:୨୮/୦୬ (ସକାଳଖବର): ଲାଞ୍ଚ ନେଉଥିବା ଅବସ୍ଥାରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରାପଡ଼ିଥିବା ଗୋପବନ୍ଧୁନଗର ବ୍ଲକର ବରିଷ୍ଠ କିରାଣୀ ପ୍ରଦୀପ ଚନ୍ଦ୍ର ସାହୁ ଓରଫ ଗୋପାଳ ସାହୁଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ସସମ୍ମାନେ ଦୋଷମୁକ୍ତ କରାଯାଇଥିବାର ରାୟ ଶୁଣାଇଛନ୍ତି ।