କଂଗ୍ରେସ ପକ୍ଷରୁ ଆର୍ଶୀବାଦ ଯାତ୍ରା ଆରମ୍ଭ

Feb 11, 2019 - 19:24
 151
କଂଗ୍ରେସ ପକ୍ଷରୁ ଆର୍ଶୀବାଦ ଯାତ୍ରା ଆରମ୍ଭ
ଭୁବନେଶ୍ୱର,୧୧/୨(ସକାଳଖବର): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ କଂଗ୍ରେସ ଜନ ଆର୍ଶୀବାଦ ଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ଏହି ଯାତ୍ରାର ଶୁଭାରମ୍ଭ କରାଯାଇଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ର , ପୂର୍ବତନ ମନ୍ତ୍ରୀ ସୁରେଶ କୁମାରରାଉତରାୟଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମକର୍ତାମାନେ ବହୁ ସଂଖ୍ୟାରେ ପ୍ରଭୂ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଏହି ଯାତ୍ରାର ଆରମ୍ଭ କରିଥିଲେ ।ଏହି ଯାତ୍ରା ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇ ବଢେଇବାଙ୍କ ଠାରେ ଶେଷ ହୋଇଥିଲା ।