ଏସ୍ସିବିରେ ଅଗ୍ନିକାଣ୍ଡ

Nov 21, 2018 - 18:38
 172
ଏସ୍ସିବିରେ ଅଗ୍ନିକାଣ୍ଡ
କଟକ,୨୧/୧୧ (ସକାଳଖବର):କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଲିକାଲ କଲେଜ ଆଣ୍ଡ ହସ୍ପିଟାଲର ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାଁନ୍ତି । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଅ ।ଁକୁ ଅ ।ୟତ କରିଥିଲେ । ସୂଚନା ଅନୁଯାୟୀ, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଲିକାଲ କଲେଜ ଆଣ୍ଡ ହସ୍ପିଟାଲର ହେମାଟୋଲୋଜି ବିଭାଗରେ ପ୍ରାୟ ୪୦ ଜଣ ରୋଗୀ ଏହାର ଅର୍ନ୍ତବିଭାଗରେ ରହି ଚିକିତ୍ସିତ ହେଉଥିଲେ । ବୁଧବାର ମଧ୍ୟାହ୍ନ ୧୨ ଟା ବେଳେ ହେମାଟୋଲୋଜି ବିଭାଗରେ ଲାଗିଥିବା ଏୟାର କଣ୍ଡିସନରରୁ ସର୍ଟ ସର୍କିଟ ହୋଇ ନିଅାଁ ଲାଗିଯାଇଥିଲା । ନିଅ ।ଁ ଲାଗିଯିବା ପ୍ର·ରେ ହେବା କ୍ଷଣି ରୋଗୀଙ୍କୁ ଧରି ସେମାନଙ୍କ ସମ୍ପର୍କୀୟମାନେ ବାହାରକୁ ଚାଲି ଆସିଥିଲେ । ଖବର ପାଇ ଦମକଳ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।