ଇତିଶ୍ରୀ ହତ୍ୟା ମାମଲା

Aug 22, 2018 - 08:02
 189
ଇତିଶ୍ରୀ ହତ୍ୟା ମାମଲା
କଟକ,୨୧ା୮(ସକାଳଖବର): ବହୁ ଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ନିମ୍ନ ଅଦାଲତରେ ଦେଷୀ ସାବ୍ୟସ୍ତ ହୋଇଥିବା ସ୍କୁଲ ଇନ୍ସପେକ୍ଟର ନେତ୍ରାନନ୍ଦ ଦଣ୍ଡସେନାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ତାରିଖକୁ ଧାର୍ଯ୍ୟ ହୋଇଛି ।