ଆଇପିଏସ ସ୍ତରରେ ଅଦଳବଦଳ

Oct 23, 2018 - 19:38
 194
ଆଇପିଏସ ସ୍ତରରେ ଅଦଳବଦଳ
ଭୁବନେଶ୍ୱର, ୨୩/୧୦ (ସକାଳଖବର): ରାଜ୍ୟ ସରକାର ଆଇପିଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ଆରପି ସିଂହ (୧୯୮୪ ବ୍ୟାଚ) : ଜେଲ ବିଭାଗ ଡିଜି ,ବିଜୟାନନ୍ଦ ଝା (୧୯୮୮ ବ୍ୟାଚ) ଗୃହ ବିଭାଗ ସହ ଆଟାଚ ହେଲେ ୟତୀନ୍ଦ୍ର କୋୟଲ (୨୦୦୦ ବ୍ୟାଚ)ଆଇଜି ପୁଲିସ, ଏସଟିଏଫ, ସିଆଇଡ଼ି, ସିବି,ସୂର୍ୟ୍ୟ ଥଙ୍କପାନ (୨୦୦୧ ବ୍ୟାଚ) ଭିଜିଲାନ୍ସ ଡିଆଇଜି ,ହିମାଂଶୁ ଲାଲ (୨୦୦୩ ବ୍ୟାଚ) ଡିଆଇଜି ଏସଏପି, ପ୍ରଭାକର ସ୍ୱାଇଁ ବୈରୀ ପିଟିଆଇ ଏସପି ,ଶ୍ରୀକୃଷ୍ଣ ବେହେରା ମେରାଇନ ପୁଲିସ ଏଆଇଜି(ଇନଚାର୍ଜ) ଭାବେ ବଦଳି କରାଯାଇଛି ।