। ଅବକାରୀ ଅଧିକ୍ଷକଙ୍କ ଜାମିନ ଉପରେ ଶୁଣାଣି ଘୁଞ୍ଚôଲା

May 17, 2018 - 14:34
 199
।  ଅବକାରୀ ଅଧିକ୍ଷକଙ୍କ ଜାମିନ ଉପରେ ଶୁଣାଣି ଘୁଞ୍ଚôଲା
କଟକ,୧୭ା୫(ସକାଳଖବର): ଯାଜପୁର ଜିଲା ଅବକାରୀ ଅଧିକ୍ଷକ ଅଭୟ ପଞ୍ଜର ସାହୁଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ତାରିଖ ଗ୍ରୀଷ୍ମ ଅବକାଶ ପରେ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ନାଁରେ ପୂର୍ବରୁ ଦୁଇଟି ଭିଜିଲାନ୍ସ ମାମଲା ରହିଥିବାବେଳେ ନିମ୍ନ ଅଦାଲତ ବିଚାର ପ୍ରକ୍ରିୟାରେ ସହଯୋଗ କରୁନଥିବା ଭିଜିଲାନ୍ସ ଷ୍ଟାଣ୍ଡିଂ କାଉନସିଲ ନିରଞ୍ଜନ ମହାରଣା ଯୁକ୍ତିରେ ଦର୍ଶାଇ ଜାମିନକୁ ବିରୋଧ କରିଥିଲେ ।