ବିଷ ପିଇ ମହିଳାଙ୍କ ମୃତ୍ୟୁ

Oct 7, 2018 - 20:41
 171
ବିଷ ପିଇ ମହିଳାଙ୍କ ମୃତ୍ୟୁ
ଅନୁଗୋଳ, ୭/୧୦( ସକାଳଖବର): ପୁରୁଣାକୋଟ ଅଞ୍ଚଳର ଜଣେ ବିବାହିତା ମହିଳା ବିଷପିଇ ମୃତ୍ୟୁ ବରଣ କରିଛି । ଘଟଣାରୁ ପ୍ରକାଶ ଯେ ପୁରୁଣାକୋଟ ଅଞ୍ଚଳର ଦୀପି ରାଉତ (୩୨) ବିଷପିଇ ଦେଇଥିଲେ । ଘରେ ଗୁରୁତର ହେବାରୁ ସ୍ୱାମୀ ଆଶିଷ ରାଉତ ଅନୁଗୋଳ ଡ଼ାକ୍ତରଖାନାକୁ ଆଣିଥିଲେ । ।ଏଠାରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ଅନୁଗୋଳ ପୋଲିସ ଖବର ପାଇ ଡ଼ାକ୍ତରଖାନାରେ ପହଞ୍ଚô ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।