ବିଶ୍ୱ ହିନ୍ଦୁ ପରିଷଦର ଅଭିନନ୍ଦନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

Jul 19, 2019 - 18:00
 149
ନଆଦିଲ୍ଲୀ ୧୯/୭(ସକାଳଖବର): ନଆଦିଲ୍ଲୀ ଠାରେ ବିଶ୍ୱ ହିନ୍ଦୁ ପରିଷଦର ପକ୍ଷରୁ ଅ ।ୟୋଜିତ ଅଭିନନ୍ଦନ କାର୍ଯକ୍ରମରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯୋଗ ଦେଇଛନ୍ତି ୟ ସେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅ ।ୟୋଜିତ ଅଭିନନ୍ଦନ ଓ ସହଭୋଜ କାର୍ଯକ୍ରମରେ ଯୋଗ ଦେଲି । ଦେବ ଭାଷା ସଂସ୍କୃତରେ ଶପଥ ଗ୍ରହଣ କରିଥିବା ଲୋକସଭା ସଦସ୍ୟ ମାନଙ୍କର ପାରସ୍ପରିକ ମିଳନ କାର୍ଯକ୍ରମରେ ଅତ୍ୟନ୍ତ ମଧୁର ଅନୁଭୁତି ପ୍ରାପ୍ତ ହେଲା ବୋଲି ସେ ଉଲ୍ଲେଖ କରିଛନ୍ତି ।