ରାସ୍ତା ଦୁର୍ଘଟଣାରେ ଦୁଇ ମୃତ

Jun 26, 2018 - 17:28
 200
ବାରିପଦା,୨୬/୬(ସକାଳଖବର): ମୟୁରଭଞ ଜିଲା କରଞିଆ ଉପଖଣ୍ଡ ଅନ୍ତର୍ଗତ କାଡାଡିହା ନିକଟସ୍ଥ ଟାଙ୍ଗରାସାହି ଜଙ୍ଗଲ ନିକଟରେ ଏକ ମର୍ମତୁନ୍ଦ ସଡକ ଦୁର୍ଘଟଣାରେ ଘଟଣା ସ୍ଥଳରେ ୨ ଜଣଙ୍କର ପ୍ରାଣହାନି ଘଟିଅଛି । ଖବରରୁ ଜଣାପଡିଛି ଯେ ଏକ ବାଇକରେ ଦୁଇଜଣ ଠାକରୁମୁଣ୍ଡାରୁ କରଞିଆ ପଟକୁ ଯାଉଥିବାବେଳେ ଏକ ପିକଅପ ଭା୍ୟାନକୁ ଧକାଦେବା ଫଳରେ ବାଇକ ଆରୋହୀ ଙ୍କ ସମେତ ଦୁଇଜଣ କର ମୃତ୍ୟୁ ଘଟିଅଛି । ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ ।