ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ, ପୁରସ୍କୃତ କରିବ ଗୃହ ମନ୍ତ୍ରାଳୟ

Jan 15, 2022 - 14:01
 92
ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ, ପୁରସ୍କୃତ କରିବ ଗୃହ ମନ୍ତ୍ରାଳୟ
ଭୁବନେଶ୍ବର ୧୫/୦୧ : ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀକୁ ଦେଶର ଶ୍ରେଷ୍ଠ ଏକାଡେମୀ ମାନ୍ୟତା ମିଳିଛି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀକୁ ଗୃହ ମନ୍ତ୍ରାଳୟ ପୁରସ୍କୃତ କରିବ । BPSPAକୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବ ଗୃହ ମନ୍ତ୍ରାଳୟ ।