ନୂତନ ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ଡିଜିପି ଡ. ଆର.ପି. ଶର୍ମା

Aug 8, 2019 - 18:01
 146
ଭୁବନେଶ୍ୱର,୮/୭(ସକାଳଖବର): ପୁରୁଣା ଦାୟିତ୍ୱ ହସ୍ତାନ୍ତର କରିବା ପରେ ନୂତନ ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ଡିଜିପି ଡ. ଆର.ପି. ଶର୍ମା । ଶର୍ମା ସ୍ୱେଚ୍ଛାକୃତ ଅବସର ନେବା ପରେ ଲୋକାୟୁକ୍ତର ସଭ୍ୟ ପଦବୀରେ ନିଯୁକ୍ତି ପାଇଥିଲେ । ଏଥିପାଇଁ ଚୟନ କମିଟି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁପାରିଶ କରିଥିଲା । ରାଜ୍ୟପାଳ ତାକୁ ଗ୍ରହଣ କରିଥିଲେ ।