ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

May 16, 2022 - 09:24
 52
ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ
ନୂଆଦିଲ୍ଲୀ : ଓଡ଼ିଶାରେ ଶୀଘ୍ର ଆସିପରେ ମୌସୁମୀ । ଆଣ୍ଡମାନ ନିକୋବରରେ ଆଜି ମୌସୁମୀ ପହଞ୍ଚିଛି । ତେବେ ଓଡ଼ିଶାରେ ରଜ ସୁଦ୍ଧା ମୌସୁମୀ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି । ସେ କହିଛନ୍ତି ଆଗାମୀ ୩ ରୁ ୪ ଦିନ ଭିତରେ ବଙ୍ଗପୋସାଗରରେ ଗତିକୁ ନେଇ ମୌସୁମୀର ପ୍ରଭାବ ନିର୍ଭର କରେ । ଓଡ଼ିଶାରେ ହିଟ ୱେଭ ସ୍ଥିତି ଅନ୍ୟ ରାଜ୍ୟ ମାନଙ୍କ ଠାରୁ କମ୍ ରହିଛି ।