କଳାହାଣ୍ଡି ୧୫/୦୧(ସକାଳଖବର): ଭୋକର ଭୂଗୋଳରୁ ମୁକ୍ତ ହୋଇ ଏବେ ଭାତହାଣ୍ଡିର ପରିଚୟ ପାଇଛି। ଗୁରୁବାର ପବିତ୍ର ମକର ସଂକ୍ରାନ୍ତିରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ମଙ୍ଗଳପୁର ହାତୀ ବ୍ୟାରେଜ୍ ପରିସରରେ ନିର୍ମିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ୍ର ଲୋକାର୍ପଣ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର ୨୮/୧୨(ସକାଳଖବର): ଦୀର୍ଘ ୯ ମାସର ଅପେକ୍ଷା ପରେ ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ତେବେ କରୋନା କଟକଣା ମଧ୍ୟରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ଆଜି ଖୋଲିଛି ଭଦ୍ରକ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍
ଭୁବନେଶ୍ୱର ୧୨/୧୨(ସକାଳଖବର): କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ମୋ ସରକାର କାର୍ଯ୍ୟକ୍ରମରେ ସାମିଲ କରା ଯାଇଛି । ଏହି ଅବସରରରେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ୧୯୯୯ ମସିହାରେ ମହାବାତ୍ୟା ସମୟରେ ରିଲିଫ ଯୋଗାଣ ପାଇଁ ଓଡିଶାକୁ ଅନ୍ୟ ରା
ବିଶାଖାପାଟଣା, ୯/୧୧(ସକାଳଖବର): ପୂର୍ବ ଭାରତରେ ଅଧିକ ଇସ୍ପାତ୍ ଉପôାଦନ ହେଉଥିବା କାରଣରୁ ପୂର୍ବ ଭାରତକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । କାରଣ ଭାରତର ବିଭିନ୍ନ ଅଂଚଳରୁ ଉପôାଦିତ ହେଉଥିବା ଇସ୍ପାତର ପରିମାଣ ତୁଳନାରେ ଅଧିକ ଭାଗ ପୂର୍ବ ଭାରତର ରହିଥାଏ । ଆନ୍ଧ୍ରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ
ବିଜୟୱାଡ଼ା, ୮/୧୧(ସକାଳଖବର): ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଆନ୍ଧ୍ରପ୍ରଦେଶରେ ଆଗାମୀ ୫ ବର୍ଷରେ ଏହି ସବୁ ପ୍ରକଳ୍ପରେ ବିପୁଳ ପୁଞ୍ଜିନିବେଶ କରିବାର ଯୋଜନା ରଖିଛି ବୋଲି ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡିଙ୍କୁ ଭେଟି ସେଠା
ଭୁବନେଶ୍ୱର, ୧୬/୧୦(ସକାଳଖବର): ରାଜ୍ୟର ପ୍ରତ୍ୟେକ ଅବିଭକ୍ତ ଜିଲ୍ଲା ମାନଙ୍କରେ ମେଡ଼ିକାଲ କଲେଜ ହସ୍ପିଟାଲ କରିବା ପାଇଁ ସରକାର ସ୍ଥିର କରିଛନ୍ତି । କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ମେଡ଼ିକାଲ କଲେଜ ହସ୍ପିଟାଲ କରାଯିବ । ଏହି ହସ୍ପିଟାଲ ୫୦୦ ଶଯ୍ୟା ବିଶିଷ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ଏହା
ଭୁବନେଶ୍ୱର ୨୮/୧୨(ସକାଳଖବର): ଆଜି ବାଲେଶ୍ୱର ଖାନ୍ ନଗର ନିକଟରେ ଦିନ ୧୦ଟା ବେଳେ ଜେସିବି କମ୍ପାନୀର ଆକାଉଂଟାଂଟଙ୍କୁ ଫାଇରିଂ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁଇଜଣ ଦୁର୍ବୃତ୍ତ । ଆକାଉଂଟାଟ ଅଶୋକ ଓ ସିକୁରିଟି ଗାର୍ଡ଼ କଲେକ୍ସନ୍ କରି ଆଣିଥିବା ୩ଲକ୍ଷ ୨୦ହଜାର ଟଙ୍କା ନେଇ ନିଜ ଅଫିସକୁ ଆସୁଥିବା ବେଳେ ଦୁଇ ଜଣ ଦୁର
ମାଲକାନଗିରି ୨୮/୧୨(ସକାଳଖବର):ମାଲକାନଗିରି ଉପକାରାଗାରେ ପୁଣି ଜଣେ କଏଦୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏକ ଧାରୁଆ ଅସ୍ତ୍ରରେ ସମ୍ପୃକ୍ତ କଏଦୀଙ୍କ ଗଳା କଟି ଯାଇଥିବା ଦେଖିବାକୁ ମିଳିଛି। ତେବେ କଏଦୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ଜଣାପଡ଼ିନି। ଜେଲ୍ରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ
ଭୁବନେଶ୍ୱର ୨୮/୧୨(ସକାଳଖବର):ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପିଇଓ । ଆର୍ୟବହିଭୁତ ସମ୍ପତି ଠୁଳ ଅଭିଯୋଗରେ ବାଲେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏହି ଚଢାଉ କରିଥିବା ଜଣାପଡିଛି । ଭବାନୀପାଟଣା ଗୋଦାମପଡା ସ୍ଥିତ ତିନି ମହଲା କୋଠା ଓ
ଭୁବନେଶ୍ୱର, ୧୨/୧୨(ସକାଳଖବର): ରାଜ୍ୟରେ ଚାରିଟି ନୂଆ ଫ୍ୟାମିଲ କୋର୍ଟ ଖୋଲିବ ବୋଲି ଆଇନ୍ ମନ୍ତ୍ରୀ ପ୍ରତାପ ଯେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି କୋର୍ଟମାନ ଅନୁଗୁଳ, ବୌଦ୍ଧ, ରାଉରକେଲା ଓ ଜଗତସିଂହପୁରରେ ଖୋଲିବ । ଚଳିତ ଆର୍ଥôକ ବର୍ଷ ସୁଦ୍ଧା ଏହି କୋର୍ଟମାନ ଖୋଲାଯିବ ବୋଲି ସେ କହିଛନ୍ତି ।
ନୂଆପଡା, ୯/୧୧(ସକାଳଖବର): ନୂଆପଡା ଜିଲ୍ଲା ଖଡିଆଳ ତାଲୁକସ୍ତରୀୟ ଆଇନସେବା କମିଟି ତରଫରୁ ଖଡିଆଳ ସ୍ଥିତ ମଡେଲ ଡିଗ୍ରୀ କଲେଜ ପରିସର ମଧ୍ୟରେ ଶନିବାର ଆଇନସେବା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଅଧ୍ୟାପକ ସ୍ୱସ୍ତିକ ସୁମନ ଶତପଥିଙ୍କ ସ୍ୱାଗତ ଭାଷଣ ପରେ ମଡେଲ କଲେଜ ଅଧ୍ୟକ୍ଷ ଡଃ ମଧୁସୂଦନ ସାହୁ ସଂଯୋଜନା କରିଥିଲେ ।
ଭୁବନେଶ୍ୱର, ୨୦/୯(ସକାଳଖବର): ରାଜ୍ୟରେ ଖୁବ୍ ଶୀଘ୍ର ୨୪ଟି ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ଉଚ୍ଚତମ ନ୍ୟାୟାଳୟଙ୍କ ନିଦେ୍ର୍ଧଶ କ୍ରମେ ଓଡ଼ିଶା ସିଭିଲ୍ କୋର୍ଟ ଆଇନ-୧୯୮୪